ସାଲିଆସାହିରେ ମହିଳା ପଜିଟିଭ୍‌: ସଙ୍ଗ‌ରୋଧରେ ୨୫ ପରିବାର

ଚିନ୍ତା ବଢ଼ାଇଲା ସଲିଆସାହି,ମୁମ୍ବାଇ ସ୍ଥିତି ହେବନି ତ? ଭୁବନେଶ୍ୱର: ସାଲିଆସାହି ବସ୍ତିକୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି। ଗତକାଲି ଏଠାରେ ଚିହ୍ନଟ ହୋଇଥିବା ମହିଳାଜଣଙ୍କ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାକୁ ଠିକ୍‌ ଭାବେ ଆକଳନ କରାଯାଇପାରୁ ନାହିଁ। କାରଣ ଏହି ମହିଳାଙ୍କ ପରିବାରଲୋକେ ଘର ନିକଟରେ ଚାଉଳି(ହାଣ୍ଡିଆ ଜାତୀୟ ପାନୀୟ) ବିକ୍ରି କରୁଥିଲେ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସେଠାରେ ଲୋକଙ୍କ ଭିଡ଼ ଲାଗି ରହୁଥିଲା। ସହରର … Continue reading ସାଲିଆସାହିରେ ମହିଳା ପଜିଟିଭ୍‌: ସଙ୍ଗ‌ରୋଧରେ ୨୫ ପରିବାର